କ୍ରଶୀୟାନ୍ Kraṡīyān

  • ସଂ. ବିଣ. ପୁଂ. (କୃଶ+ଅପେକ୍ଷାର୍ଥେ ଈୟସ୍; 1 ମା. 1 ବ) — ଅପେକ୍ଷାକୃତ କୃଶ — Thinner; very thin