କୌତୂହଳ Ka̲u̲tūhaḻa
- ସଂ. ବି. (କୁତୂହଳ+ସ୍ୱାର୍ଥେ. ଅ) — କୁତୁହଳ; ଔତ୍ସୁକ୍ୟ — Curiosity; eagerness
- ସଂ. ବି. (କୁତୂହଳ+ସ୍ୱାର୍ଥେ. ଅ) — ଅଭିଳାଷ — Wish
- ସଂ. ବି. (କୁତୂହଳ+ସ୍ୱାର୍ଥେ. ଅ) — ଉତ୍ସବ — festival
- ସଂ. ବି. (କୁତୂହଳ+ସ୍ୱାର୍ଥେ. ଅ) — ଅସାଧାରଣ ଘଟଣା — Any unusual phenomenon (M.W.)