କୌତୁହଳୀ Ka̲u̲tūhaḻī

  • ସଂ. ବିଣ. (କୌତୂହଳ+ଅଛି ଅର୍ଥରେ. ଇନ୍) — ଉତ୍ସୁକ — Eager; curious; inquisitive
  • ସଂ. ବିଣ. (କୌତୂହଳ+ଅଛି ଅର୍ଥରେ. ଇନ୍) — ପାନ୍ଥେ କୌତୂହଳୀ ଜାଣି ବିଭାବସୁ, କହିଲେ ସମ୍ବୋଧି ତହୁଁ। ରାଧାନାଥ, ମହାଯାତ୍ରା।