କୌତ୍ସସ Ka̲u̲tsasa
- ଦେ. ବି. (ସଂ. କୌତ୍ସ) — କୌତ୍ସ ମୁନିଙ୍କ ଗୋତ୍ର ସମ୍ଭୂତ ବୈଦିକ ବ୍ରାହ୍ମଣ — A Brāhmaṇa descended from the clan of sage Ka̲u̲tsa
- ଦେ. ବି. (ସଂ. କୌତ୍ସ) — କୈତ୍ସୁସମଢ଼ଆ ବସ୍ତୁ କାନ୍ତାରୁ ଗୋରଡ଼ା ଏସବୁ ବ୍ୟାଖ୍ୟାକୁ ନୂଆ ଅଭିଧାନ ଲୋଡ଼ା। ଗୋପୀନାଥନନ୍ଦ. ଉ. ସା 18।9। — କୈତ୍ସୁସମଢ଼ଆ ବସ୍ତୁ କାନ୍ତାରୁ ଗୋରଡ଼ା ଏସବୁ ବ୍ୟାଖ୍ୟାକୁ ନୂଆ ଅଭିଧାନ ଲୋଡ଼ା ଗୋପୀନାଥନନ୍ଦ. ଉ. ସା189
- ଦେ. ବି. (ସଂ. କୌତ୍ସ) — କୌତ୍ସ ମୁନି — Sage Ka̲u̲tsa