କୌତୁକିଆ Ka̲u̲tukiā

  • ଦେ. ବିଣ. — ଆହ୍ଲାଦକର; ନୟନାନନ୍ଦକର — Fanciful to look at; delightful
  • ଦେ. ବିଣ. — କୌତୁକ କରିବାବାଲା; ବିନୋଦନଶୀଳ — Sportive; frolicsome