କୌଦାଳୀକ Ka̲u̲dāḻīka

  • ସଂ. ବି — ମିଶ୍ରଜାତିବିଶେଷ — A mixed caste (Son of a Fisherman by a woman of the washerman caste)
  • ସଂ. ବି — [ଦ୍ର—ଧୀବର ପିତା ଓ ରଜକୀ ମାତାଠାରୁ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତି।]