କୌତ୍ସ Ka̲u̲tsa

  • ସଂ. ବି.—(ସଂ. କୁତ୍ସ+ଅପତ୍ୟାର୍ଥେ. ଅ) — ବରତନ୍ତୁଙ୍କ ଶିଷ୍ୟ ମୁନିବିଶେଷ — A sage, the disciple of the sage Baratantu
  • ସଂ. ବି.—(ସଂ. କୁତ୍ସ+ଅପତ୍ୟାର୍ଥେ. ଅ) — [ଦ୍ର—ଗୁରୁଙ୍କୁ ଦକ୍ଷିଣା ଦେବାପାଇଁ ଏ ଧନ ମାଗିବାକୁ ରଘୁଙ୍କ ପାଖରେ ପହଞ୍ଚିଥିଲେ।]
  • ସଂ. ବି.—(ସଂ. କୁତ୍ସ+ଅପତ୍ୟାର୍ଥେ. ଅ) — କୁତ୍ସ ଋଷିଙ୍କ ପ୍ରଣୀତ ସାମଗାନ — A hymn composed by sage Kutsa