କୋଠ Koṭha
- ସଂ. ବି. (କୁଠ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ଯାଦୁ — Ring-worm. (M.W.)
- ସଂ. ବି. (କୁଠ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ବୃହତ୍ ମଣ୍ଡଳାକାର କୁଷ୍ଠରୋଗ — A kind of leprosy with large round spots; impetigo (M.W.)
- ସଂ. ବି. (କୁଠ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ) — ଗଳିତ କୁଷ୍ଠ — Leprosy with sores
- ଦେ. ବି. (ତୁଳ ସଂ. କୁଟ=ସମୂହ, ଗଦା; କୋଷ୍ଠ=ଶସ୍ୟାଗାର, ଭଣ୍ଡାର) — ଇଜମାଲି ସମ୍ପତ୍ତି — Joint property
- ଦେ. ବି. (ତୁଳ ସଂ. କୁଟ=ସମୂହ, ଗଦା; କୋଷ୍ଠ=ଶସ୍ୟାଗାର, ଭଣ୍ଡାର) — ଇଜମାଲି ପାଣ୍ଠି — Joint fund
- ଦେ. ବି. (ତୁଳ ସଂ. କୁଟ=ସମୂହ, ଗଦା; କୋଷ୍ଠ=ଶସ୍ୟାଗାର, ଭଣ୍ଡାର) — ଗ୍ରାମବାସୀ ଇଜମାଲି ଧନ ବା ସମ୍ପତ୍ତି — Joint fund or property of all the villagers
- ଦେ. ବି. (ତୁଳ ସଂ. କୁଟ=ସମୂହ, ଗଦା; କୋଷ୍ଠ=ଶସ୍ୟାଗାର, ଭଣ୍ଡାର) — କୋଠ ଭଣ୍ଡାର (ଦେଖ) — Koṭha bhaṇḍāra (See)
- ଦେ. ବି. (ତୁଳ ସଂ. କୁଟ=ସମୂହ, ଗଦା; କୋଷ୍ଠ=ଶସ୍ୟାଗାର, ଭଣ୍ଡାର) — ତା ପଡ଼ି ତୋର କୋଠୁଁ ଦେଉ ଅକର୍ମା ଦାସ ତୁ ବୋଲାଉ। ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବିଣ. (ତୁଳ ସଂ. କୋଷ୍ଠ=ସ୍ୱକୀୟ= Own (M.W.) ଯାହାକୁ ବହୁ ଲୋକ ନିଜର ବୋଲି ଦାବୀ କରନ୍ତି) — ବହୁସ୍ୱାମିକ; ଇଜମାଲି — Joint; belonging to many
- ଦେ. ବିଣ. (ତୁଳ ସଂ. କୋଷ୍ଠ=ସ୍ୱକୀୟ= Own (M.W.) ଯାହାକୁ ବହୁ ଲୋକ ନିଜର ବୋଲି ଦାବୀ କରନ୍ତି) — ସର୍ବସାଧାରଣଙ୍କ ଅଧିକୃତ ବା ବ୍ଯବହୃତ — Public; owned or used by the public
- ଦେ. ବିଣ. (ତୁଳ ସଂ. କୋଷ୍ଠ=ସ୍ୱକୀୟ= Own (M.W.) ଯାହାକୁ ବହୁ ଲୋକ ନିଜର ବୋଲି ଦାବୀ କରନ୍ତି) — ବଣ୍ଟନର ଅଯୋଗ୍ୟ; ବଣ୍ଟନ ହୋଇ ନ ଥିବା — Impartible; not partitioned
- ଦେ. ବିଣ. (ତୁଳ ସଂ. କୋଷ୍ଠ=ସ୍ୱକୀୟ= Own (M.W.) ଯାହାକୁ ବହୁ ଲୋକ ନିଜର ବୋଲି ଦାବୀ କରନ୍ତି) — ସ୍ୱୀୟ; ସ୍ୱକୀୟ — Belonging to one's self; one's own