କୋଠ ଦେଶ Koṭha deṡa

  • ଦେ. ବି — ପୁରୀ ଜିଲ୍ଲାର ଗୋଟିଏ ପ୍ରଗନ୍ନା — Name of a perganna in Puri district
  • ଦେ. ବି — [ଦ୍ର—ଏହି କୋଠଦେଶ ପ୍ରଗନ୍ନାର ପ୍ରାଚୀନ ଜମିଦାର ରାଏଟ— ସିଂହ ବଂଶଙ୍କର ନିମାପଡ଼ା ଠାରେ ରାଜଧାନୀ ଥିଲା ଓ ଏହି ପ୍ରଗନ୍ନାରେ ପୁରୀ ଜିଲ୍ଲାର ଭିଙ୍ଗାରପୁର ଗ୍ରାମ ଚୌଧୁରୀ ଜମିଦାର ବଂଶଙ୍କର ବାସ— ସ୍ଥାନ ଅଟେ।]