କୋଟ୍ସିପ୍ Koṭsip

  • ବଦୈ. (ଇଂ) ବି. (ଇଂ. କୋର୍ଟଷିପ୍) — ପାଶ୍ଚାତ୍ୟ ସମାଜରେ ବିବାହ ଉଦ୍ଦେଶ୍ୟରେ ଯୁବକଯୁବତୀ ବା ଭାବୀ ଦମ୍ପତିଙ୍କ ମଧ୍ୟରେ ପ୍ରଣୟର ଆଦାନପ୍ରଦାନ — Courtship