କୋଠ ଲୋକ Koṭha loka
- ଦେ. ବି — ଯେଉଁ ଦାସୀ ଗର୍ଭରେ ରାଜାଙ୍କ ଔରସରେ ସନ୍ତାନ ଜନ୍ମିଥାଏ — A concubine of a Raja who has given birth to a child
- ଦେ. ବି — ଅଧିନସ୍ଥ ବ୍ଯକ୍ତି — A subservient person
- ଦେ. ବି — ନିଜର ଭୃତ୍ୟ — Personal servant
- ଦେ. ବି — ନିଷ୍କାମଭକ୍ତି ତାକୁ ଦେଉ ତୋ କୋଠ ଲୋକ କରି ନେଉ। ଭୂପତି, ପ୍ରେମପଞ୍ଚାମୃତ।