କୋଠ ଭଣ୍ଡାର Koṭha bhaṇḍāra

  • ଦେ. ବି — ନିଜର ଧନାଗାର — One's own treasury; one's own hoard
  • ଦେ. ବି — ରାଜକୋଷ — Royal treasury
  • ଦେ. ବି — ସଖି ଅନୁରୋଧେ ଇନ୍ଦିରା ଦେଲେ କୋଠ ଭଣ୍ଡାରୁ। ରାଧାନାଥ, ଚନ୍ଦ୍ରଭାଗା।
  • ଦେ. ବି — ସାଧାରଣ ଧନ ଗଚ୍ଛିତ ଥିବା ଧନାଗାର — Public treasury
  • ଦେ. ବି — ଯେଉଁ ଧନାଗାରରେ ଇଜମାଲ ଧନ ସଞ୍ଚିତ ଥାଏ — A treasury where joint cash is deposited