କୋଟ୍ଫି Koṭphi
- ବୈଦେ. ବି. (ଇଂ. କୋର୍ଟଫି) — ବିଚାରପ୍ରାର୍ଥନା ନିମନ୍ତେ ଦିଆଯିବା ଦରଖାସ୍ତରେ ମରାଯିବା ଟିକଟ୍ର ନିର୍ଦ୍ଧାରିତ ମୂଲ୍ୟ — Court-fees
- ବୈଦେ. ବି. (ଇଂ. କୋର୍ଟଫି) — ଦରଖାସ୍ତରେ ମରାଯିବା ନିର୍ଦ୍ଧାରିତ ମୂଲ୍ୟର ରାଜାଙ୍କ ପ୍ରତିକୃତି ଦିଆ ଛପା କାଗଜ ବା ସିଟାମ ଟିକଟ୍ — Court-fee stamp