କୋଟ୍ଟ Koṭṭa

  • ସଂ. ବି. (କୁଟ୍ଟ ଧାତୁ=ଛେଦନ କରିବା; ଭାଗ କରିବା+କର୍ମ. ଅ) — ଦୁର୍ଗ — Fort; castle
  • ସଂ. ବି. (କୁଟ୍ଟ ଧାତୁ=ଛେଦନ କରିବା; ଭାଗ କରିବା+କର୍ମ. ଅ) — ନଗର — Town
  • ସଂ. ବି. (କୁଟ୍ଟ ଧାତୁ=ଛେଦନ କରିବା; ଭାଗ କରିବା+କର୍ମ. ଅ) — ଗୃହ — House