କୋଟ୍ଖାନା Koṭ khānā

  • ଦେ. ବି. (ଇଂ. କୋର୍ଟ+ଆ. ଖାନା) — ମୁଦେଇ ତରଫରୁ ଫଉଜଦାରୀ ମକଦ୍ଦମାମାନ ଚଳାଇବା ପାଇଁ ନିଯୁକ୍ତ ପୁଲିସ୍ କର୍ମଚାରୀଙ୍କର ମାଜିଷ୍ଟ୍ରେଟ୍ଙ୍କ କଚେରୀସଂଲଗ୍ନ ଅଫିସ୍ — The office of the police officer who prosecutes crown cases in a magistrate's court
  • ଦେ. ବି. (ଇଂ. କୋର୍ଟ+ଆ. ଖାନା) — [ଦ୍ର—ଏଠାରେ ଅଦାଲତକୁ ଆନୀତ ମକଦ୍ଦମା ସମ୍ପର୍କୀୟ ମାଲ୍ ସବୁ ଜମା ରଖାଯାଏ। ବିଚାରାର୍ଥ ଆନୀତ କଏଦୀ ଓ ମୁଦାଲାମାନେ ଏହିଠାରେ ବିଚାର ପୂର୍ବରୁ ରଖାଯାଇ ଥାଆନ୍ତି। ଏଠାରେ ଜାମିନ୍ ଦେବାକୁ ହୁକୁମ୍ ହେଇଥିବା ଆସାମୀମାନଙ୍କଠାରୁ ଜାମିନ୍ ମୁଚାଲିକା ଆଦି ଲେଖାଇ ନିଆଯାଏ।