କୋଟ୍ଫି ଆଇନ୍ Koṭphi āin

  • ବୈଦେ. ବି. (କୋର୍ଟଫି+ଆ. ଆଇନ୍) — କେଉଁ ବିଷୟକ ଦରଖାସ୍ତ ବା ପ୍ରାର୍ଥନାରେ କେତେ କୋଟ୍ଫି ଲାଗିବ ଏହାର କଟକଣା ବା ବିଧି ସମ୍ବଳିତ ଆଇନ — Law of court-fee stamp; the Court-fees Act