କୋଚିନ୍ Kochin
- ଦେ. ବି. (ନାମ) — ଦକ୍ଷିଣ ଭାରତର ମାଲାବାର ଉପକୂଳସ୍ଥ ଦେଶ — Cochin, a country in S.W. India
- ଦେ. ବି. (ନାମ) — [ଦ୍ର—ଦକ୍ଷିଣ ଭାରତର ପଶ୍ଚିମ ବା ମାଲାବାର ଉପକୂଳରେ ମାନ୍ଦ୍ରାଜ ପ୍ରଦେଶରେ ତ୍ରିବାଙ୍କୁଡ଼ ରାଜ୍ୟର ଉତ୍ତରରେ ହିନ୍ଦୁ ମହାରାଜାଙ୍କ ଶାସିତ ଗୋଟିଏ ହିନ୍ଦୁରାଜ୍ୟର ନାମ କୋଚିନ୍; ଏ ରାଜ୍ୟର ରାଜଧାନୀ ଏର୍ନାକୁଲମ; ଏହି କୋଚିନ୍ ରାଜ୍ୟଦ୍ୱାରା ଚତୁର୍ଦ୍ଦିଗରେ ବେଷ୍ଟିତ 2 ବର୍ଗମାଇଲ ବ୍ୟାପୀ ଇଂରାଜି— ଶାସିତ ମାଲାବାର ଜିଲ୍ଲାର ଗୋଚିଏ ସବ୍ଡିଭିଜନ୍ ବା ତାଲୁକର ନାମ କୋଚିନ୍ ଓ ଏହି ତାଲୁକର ଅନ୍ତର୍ଗତ କୋଚିନ୍ ନାମରେ ଗୋଟିଏ ବନ୍ଦର ଅଛି। ତ୍ରିବାଙ୍କୁଡ଼ର ଉତ୍ତର ପଶ୍ଚିମରେ ଚିଲିକା— ପରି ଗୋଟିଏ ସାମୁଦ୍ରିକ ହ୍ରଦ ଅଛି; ସେ ହ୍ରଦର ମୁହାଣରେ କୋଚିନ୍ ବନ୍ଦର ଅବସ୍ଥିତ।] — [ଦ୍ର—ଦକ୍ଷିଣ ଭାରତର ପଶ୍ଚିମ ବା ମାଲାବାର ଉପକୂଳରେ ମାନ୍ଦ୍ରାଜ ପ୍ରଦେଶରେ ତ୍ରିବାଙ୍କୁଡ଼ ରାଜ୍ୟର ଉତ୍ତରରେ ହିନ୍ଦୁ ମହାରାଜାଙ୍କ ଶାସିତ ଗୋଟିଏ ହିନ୍ଦୁରାଜ୍ୟର ନାମ କୋଚିନ୍; ଏ ରାଜ୍ୟର ରାଜଧାନୀ ଏର୍ନାକୁଲମ; ଏହି କୋଚିନ୍ ରାଜ୍ୟଦ୍ୱାରା ଚତୁର୍ଦ୍ଦିଗରେ ବେଷ୍ଟିତ2ବର୍ଗମାଇଲ ବ୍ୟାପୀ ଇଂରାଜି— ଶାସିତ ମାଲାବାର ଜିଲ୍ଲାର ଗୋଚିଏ ସବ୍ଡିଭିଜନ୍ ବା ତାଲୁକର ନାମ କୋଚିନ୍ ଓ ଏହି ତାଲୁକର ଅନ୍ତର୍ଗତ କୋଚିନ୍ ନାମରେ ଗୋଟିଏ ବନ୍ଦର ଅଛି ତ୍ରିବାଙ୍କୁଡ଼ର ଉତ୍ତର ପଶ୍ଚିମରେ ଚିଲିକା— ପରି ଗୋଟିଏ ସାମୁଦ୍ରିକ ହ୍ରଦ ଅଛି; ସେ ହ୍ରଦର ମୁହାଣରେ କୋଚିନ୍ ବନ୍ଦର ଅବସ୍ଥିତ]
- ଦେ. ବି. (ନାମ) — ଶ୍ୟାମ ରାଜ୍ୟର ପୂର୍ବରେ ଓ ଚୀନ ଉପସାଗରର ପଶ୍ଚିମରେ ଅବସ୍ଥିତ ଫ୍ରାନ୍ସ ଅଧିକୃତ ଦେଶ; କୋଚିନ୍ଚାଇନା — Cochin China; French Indo-china to the east of Siam