କୋଚିଲାଗୁଡ଼ Kochilāguṟḍ̠a

  • ଦେ. କି — ଏକତ୍ର ବଟା ହେଇଥିବା କୋଚିଲା ମଞ୍ଜି ଓ ଗୁଡ଼ — Mixture of Nux-vomica seeds and molasses
  • ଦେ. କି — [ଦ୍ର— ଏହା ଅତି ଭୟଙ୍କର ପ୍ରାଣନାଶକ ବିଷ; ଓଡ଼ିଶାର ଅନେକ ଲୋକ ଏହା ଖାଇ ଆତ୍ମହତ୍ୟା କରନ୍ତି।]