କୋଚିଆଖିଆ Kochiākhiā

  • ଦେ. ବିଣ. (ଗାଳି) (ସଂ. କୁଚିକ ଖାଦକ) — ବାଉରୀ, କଣ୍ଡରା ଆଦି ଛୋଟ ଅସ୍ପୃଶ୍ୟ ଜାତି (ଯେଉଁମାନେ କୋଚିଆ ଖାଆନ୍ତି) — The untouchable castes who eat Kochiā
  • ଦେ. ବିଣ. (ଗାଳି) (ସଂ. କୁଚିକ ଖାଦକ) — [ଦ୍ର—ଉଚ୍ଚ ଜାତୀୟ ହିନ୍ଦୁମାନେ ମାଛ ଖାଆନ୍ତି, କିନ୍ତୁ କୋଚିଆ ଖାଆନ୍ତି ନାହିଁ।]