କୋଚିଆ ପରି ହେବା Kochiāpari hebā

  • ଦେ. କ୍ରି. (କୋଚିଆକୁ ପାଣିରୁ ପଦାକୁ ବାହାର କରି ଆଣିଲେ ସେ ସାପ ପରି ମୋଡ଼ିଭିଡ଼ି ହୁଏ) — (ଲକ୍ଷଣାର୍ଥ) ରୋଗ ବା ଯନ୍ତ୍ରଣାରେ କୋଚିଆ ପରି ଗୁଡ଼େଇ ତୁଡ଼େଇ ହେବା — (figurative) To wriggle (like an eel)