କେଶଗର୍ଭ Keṡagarbha

  • ସଂ. ବି. (ବହୁବ୍ରୀହି; କେଶ+ଗର୍ଭ) — ବାଳର ବେଣୀ — A braid of hair
  • ସଂ. ବି. (ବହୁବ୍ରୀହି; କେଶ+ଗର୍ଭ) — ବରୁଣ ଦେବ — A name of the Deity Baruṇa