କେଶକର୍ମ Keṡakarma

  • ସଂ. ବି — (ମ. ପ. ଲୋ. କେଶ ବିନ୍ୟାସ କର୍ମ) ମୁଣ୍ଡ କୁଣ୍ଡାଇବା; ମସ୍ତକର କେଶକୁ ସଜାଡ଼ିବା — The dressing of the hair of the head