କେଶକଳାପ Keṡakaḻāpa

  • ସଂ. ବି. ( 6 ଷ୍ଠା ତତ୍; କେଶ+କଳାପ) — କେଶଗୁଚ୍ଛ (ଦେଖ) — Keṡaguchchha (See)
  • ସଂ. ବି. ( 6 ଷ୍ଠା ତତ୍; କେଶ+କଳାପ) — ମୁଣ୍ଡେ ବାଳ; ମୁଣ୍ଡରେ ଥିବା କେଶଚୟ — A head of hair (M.W.)