କେଶଗୃହୀତ Keṡagṛuhīta

  • ସଂ. ବିଣ. ( 3 ୟା ତତ୍; କେଶ+ଗୃହୀତ) — ଯାହାର ଚୁଟି ଧରା ବା ଝିଙ୍କା ହୋଇଥାଏ — Pulled or siezed by the hair