କେଶଗ୍ରହଣ Keṡagrahaṇa

  • ସଂ. ବି. ( 6 ଷ୍ଠୀ ତତ୍; କେଶ+ଗ୍ରହଣ) — (ଯୁଦ୍ଧ ବା ରତି କାଳରେ) ବଳାତ୍କାରରେ କେଶ ଧରିବା; ଚୁଟିଝିଙ୍କା — Catching one by the tuft of hair; pulling the hair