କେଶଚଣ Keṡachaṇa

  • ସଂ. ବିଣ. ପୁଂ. (କେଶ+ବହୁଳାର୍ଥେ. ଚଣ) — ଯାହାର ଗୁଡ଼ିଏ ସୁନ୍ଦର କେଶ ଅଛି — Having fine hair (M.W.)
  • ସଂ. ବିଣ. ପୁଂ. (କେଶ+ବହୁଳାର୍ଥେ. ଚଣ) — ବାଳ ଯୋଗୁଁ ଯେ ସୁପରିଚିତ — Known by his hair (M.W.)