କେଶଟ Keṡaṭa

  • ସଂ. ବି. (କେଶ+ଅଟ ଧାତୁ=ବିଚରଣ କରିବା+କର୍ତ୍ତୃ. ଅ) — ଛେଳି — Goat
  • ସଂ. ବି. (କେଶ+ଅଟ ଧାତୁ=ବିଚରଣ କରିବା+କର୍ତ୍ତୃ. ଅ) — ବିଷ୍ଣୁ — A name of Bishṇu
  • ସଂ. ବି. (କେଶ+ଅଟ ଧାତୁ=ବିଚରଣ କରିବା+କର୍ତ୍ତୃ. ଅ) — ଓଡ଼ଶ; ଛାରପୋକ — Bed-bug
  • ସଂ. ବି. (କେଶ+ଅଟ ଧାତୁ=ବିଚରଣ କରିବା+କର୍ତ୍ତୃ. ଅ) — ଉକୁଣୀ — Louse
  • ସଂ. ବି. (କେଶ+ଅଟ ଧାତୁ=ବିଚରଣ କରିବା+କର୍ତ୍ତୃ. ଅ) — ଭାଇ — Brother
  • ସଂ. ବି. (କେଶ+ଅଟ ଧାତୁ=ବିଚରଣ କରିବା+କର୍ତ୍ତୃ. ଅ) — କନ୍ଦର୍ପର ଶୋଷଣ ନାମକ ବାଣ — One of the five arrows of Cupid (Which parches the life of the victim)
  • ସଂ. ବି. (କେଶ+ଅଟ ଧାତୁ=ବିଚରଣ କରିବା+କର୍ତ୍ତୃ. ଅ) — ଗୁଳ୍ମବିଶେଷ ଫଣଫଣା; ଶ୍ୟୋନାକ — Bignonia Indica (M.W.)