କୃତଜ୍ଞ Kṛutajn̄a
- ସଂ. ବିଣ. ପୁଂ (କୃତ+ଜ୍ଞା ଧାତୁ=ଜାଣିବା+ଅ) — ଯେ ଅନ୍ଯ କୃତ ଉପକାରକୁ ମନେ ରଖେ — Grateful; thankful
- ସଂ. ବିଣ. ପୁଂ (କୃତ+ଜ୍ଞା ଧାତୁ=ଜାଣିବା+ଅ) — ଯେ ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରେ — Obliged
- ସଂ. ବିଣ. ପୁଂ (କୃତ+ଜ୍ଞା ଧାତୁ=ଜାଣିବା+ଅ) — କର୍ତ୍ତବ୍ୟରେ ମନଯୋଗୀ — Attentive to one's duties
- ସଂ. ବି — ମହାଦେବ; ଶିବ — God Ṡiba
- ସଂ. ବି — କୁକୁର — A dog (always grateful to the hand that feeds it.)