କୃତନିଶ୍ଚୟ Kṛutaniṡchaya

  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ନିଶ୍ଚୟ) — କୌଣସି କାର୍ଯ୍ୟ କରିବାକୁ ଦୃଢ଼ସଂକଳ୍ପ କରିଥିବା (ବ୍ଯକ୍ତି) ଦୃଢ଼ପ୍ରତିଜ୍ଞା — Determined; whose resolution has been taken or mind made up resolved
  • ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ନିଶ୍ଚୟ) — ନିଶ୍ଚିତ — Sure; certain (M.W.)