କୃତକ୍ରିୟ Kṛutakriya

  • ସଂ. ବିଣ. ପୁଂ — କୃତକୃତ୍ୟ (ଦେଖ) — Kṛutakṛutya (See)
  • ସଂ. ବିଣ. ପୁଂ — ଯେ କୌଣସି ଧର୍ମାନୁଷ୍ଠାନ ସମ୍ପାଦନ କରି ଅଛି — One who has performed a religious ceremony