କୃତଧୀ Kṛutadhī

  • ସଂ. ବିଣ. (ବହୁବ୍ରୀହି) — ସୁବିବେଚକ — Considerate; prudent
  • ସଂ. ବିଣ. (ବହୁବ୍ରୀହି) — ବିଦ୍ୱାନ୍ — Learned
  • ସଂ. ବିଣ. (ବହୁବ୍ରୀହି) — ବିଜ୍ଞ — Wise
  • ସଂ. ବିଣ. (ବହୁବ୍ରୀହି) — ଶିକ୍ଷିତ — Educated