କୃତତୀର୍ଥ Kṛutatīrtha

  • ସଂ. ବିଣ. ପୁଂ (ବହୁବ୍ରୀହି) — ଯେଉଁ ବ୍ୟକ୍ତି ତୀର୍ଥ ପର୍ଯ୍ୟଟନ କରିଅଛି — Having visited holy places
  • ସଂ. ବିଣ. ପୁଂ (ବହୁବ୍ରୀହି) — ବ୍ଯବସାୟୀ ଗୁରୁଙ୍କ ନିକଟରେ ଶିକ୍ଷାପ୍ରାପ୍ତ (ଶିଷ୍ୟ) — (a student) Studying with a professional teacher
  • ସଂ. ବି — ପଥପ୍ରଦର୍ଶକ — A guide
  • ସଂ. ବି — ଉପଦେଶକ — An adviser (M.W.)