କୃତଘ୍ନ Kṛutaghna

  • ସଂ. ବିଣ. ପୁଂ (କୃତ=ଉପକାର+ହନ୍ ଧାତୁ=ବିନାଶ କରିବା+ଅ) — ଯେ ଅନ୍ୟକୃତ ଉପକାରକୁ ସ୍ୱୀକାର କରେ ନାହିଁ; ନିମକହରାମ — Ungrateful; thankless; ignoring the benefits rendered
  • ସଂ. ବିଣ. ପୁଂ (କୃତ=ଉପକାର+ହନ୍ ଧାତୁ=ବିନାଶ କରିବା+ଅ) — ଘାତକ — Murderer; assasin
  • ସଂ. ବିଣ. ପୁଂ (କୃତ=ଉପକାର+ହନ୍ ଧାତୁ=ବିନାଶ କରିବା+ଅ) — ପୂର୍ବକୃତ ସମସ୍ତ କାର୍ଯ୍ୟକୁ ଯେ ବିଫଳତାରେ ବିଗାଡ଼େ — Defeating or rendering vain all previous measures