କୃଚ୍ଛ୍ର Kṛuchchhra
- ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ. ର; ଯାହା ମନୁଷ୍ୟକୁ ଦୁର୍ବଳ କରେ) — ଦୁଃଖ; କଷ୍ଟ — Trouble; difficulty; distress; hardship
- ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ. ର; ଯାହା ମନୁଷ୍ୟକୁ ଦୁର୍ବଳ କରେ) — କ୍ଳେଶ — Physical pain
- ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ. ର; ଯାହା ମନୁଷ୍ୟକୁ ଦୁର୍ବଳ କରେ) — ଅପବାଦ — Danger; calamity
- ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ. ର; ଯାହା ମନୁଷ୍ୟକୁ ଦୁର୍ବଳ କରେ) — କଷ୍ଟସାଧ୍ୟ ଉପବାସ; ବ୍ରତ; ପ୍ରାୟଶ୍ଚିତ୍ତ — Austerity; penanace
- ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ. ର; ଯାହା ମନୁଷ୍ୟକୁ ଦୁର୍ବଳ କରେ) — ପ୍ରାଜାପତ୍ୟ ବ୍ରତବିଶେଷ — A sort of penance
- ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ. ର; ଯାହା ମନୁଷ୍ୟକୁ ଦୁର୍ବଳ କରେ) — ପାପ — Sin
- ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ. ର; ଯାହା ମନୁଷ୍ୟକୁ ଦୁର୍ବଳ କରେ) — ମୂତ୍ରକୃଚ୍ଛ୍ର ରୋଗ — Strangury; ischury
- ସଂ. ବିଣ — ପାପଯୁକ୍ତ — Sinful
- ସଂ. ବିଣ — ଦୁଷ୍ଟ; ଖଳ — Wicked
- ସଂ. ବିଣ — କଷ୍ଟଯୁକ୍ତ — Painful
- ସଂ. ବିଣ — ମନ୍ଦ — Bad; miserable evil;
- ସଂ. ବିଣ — କଷ୍ଟଜନକ — Causing pain