କୃଚ୍ଛ୍ରପ୍ରାଣ Kṛuchchhraprāṇ

  • ସଂ. ବିଣ. ପୁଂ. (ବହୁବ୍ରୀହି; କୃଚ୍ଛ୍ର+ପ୍ରାଣ) — ଯାହାର ଜୀବନ ବିପନ୍ନ — One whose life is in danger
  • ସଂ. ବିଣ. ପୁଂ. (ବହୁବ୍ରୀହି; କୃଚ୍ଛ୍ର+ପ୍ରାଣ) — ଯେ ବହୁକଷ୍ଟରେ ନିଶ୍ୱାସ ମାରେ — Breathing with difficulty