କୃଚ୍ଛ୍ରାତିକୃଚ୍ଛ୍ର Kṛuchchhrātikṛuchchhra
- ସଂ. ବି. — 3 , 9 , 12 ବା 21 ଦିନ ପର୍ଯ୍ୟନ୍ତ ଜଳ ଛଡ଼ା ଆଉ କିଛି ନ ଖାଇ କରାଯିବା କଠୋର ବ୍ରତବିଶେଷ (ଗୌତମ 25/20 ; ଯାଜ୍ଞବଲ୍କ୍ୟ 3/321 ) — 3,9,12ବା21ଦିନ ପର୍ଯ୍ୟନ୍ତ ଜଳ ଛଡ଼ା ଆଉ କିଛି ନ ଖାଇ କରାଯିବା କଠୋର ବ୍ରତବିଶେଷ (ଗୌତମ25/20; ଯାଜ୍ଞବଲ୍କ୍ୟ3/321)—Name of a penance consisting of living on water only for 3, 9, 12 or 21 days