କୃକବାକୁ Kṛukabāku

  • ସଂ. ବି. (କୃକ=ଶିର+ବଚ୍=କହିବା+ଉ) — ମୟୂର — Peacock
  • ସଂ. ବି. (କୃକ=ଶିର+ବଚ୍=କହିବା+ଉ) — କୁକୁଡ଼ା — Cock
  • ସଂ. ବି. (କୃକ=ଶିର+ବଚ୍=କହିବା+ଉ) — ଏଣ୍ଡୁଅ — Chameleon