କୃଚ୍ଛ୍ରଗତ Kṛuchchharagata

  • ସଂ. ବିଣ. ( 2 ୟା ତତ୍; କୃଚ୍ଛ୍ର+ଗତ) — କଷ୍ଟପ୍ରାପ୍ତ — Distressed
  • ସଂ. ବିଣ. ( 2 ୟା ତତ୍; କୃଚ୍ଛ୍ର+ଗତ) — କ୍ଳେଶ ଭୋଗ କରୁଥିବା — Suffering pain
  • ସଂ. ବିଣ. ( 2 ୟା ତତ୍; କୃଚ୍ଛ୍ର+ଗତ) — ବ୍ରତ ପାଳନ କରୁଥିବା — Undergoing a penance