କୃକାଟିକା Kṛukāṭikā

  • ସଂ. ବି. ସ୍ତ୍ରୀ. (କୃକ=କଣ୍ଠ+ଅଟ୍ ଧାତୁ=ଗମନ କରିବା +ଅକ+ସ୍ତ୍ରୀ. ଆ) — ଗ୍ରୀବାର ପଛଆଡ଼ ଉନ୍ନତ ପ୍ରଦେଶ; ବେକଷଣ୍ଢା — The back or nape of the neck
  • ସଂ. ବି. ସ୍ତ୍ରୀ. (କୃକ=କଣ୍ଠ+ଅଟ୍ ଧାତୁ=ଗମନ କରିବା +ଅକ+ସ୍ତ୍ରୀ. ଆ) — କବରୀଭାର ଖସି ତାହାର ଚୁମ୍ବିଛି କୃକାଟିକା—ଦୀନକୃଷ୍ଣ, ରସକଲ୍ଲୋଳ।
  • ସଂ. ବି. ସ୍ତ୍ରୀ. (କୃକ=କଣ୍ଠ+ଅଟ୍ ଧାତୁ=ଗମନ କରିବା +ଅକ+ସ୍ତ୍ରୀ. ଆ) — ସ୍ତମ୍ଭର ଗ୍ରୀବାଭାଗ — The neck of a column