କୁବାସ Kubāsa

  • ସଂ. ବି (କର୍ମଧା; କୁ+ବାସ) — ବାସର ଅଯୋଗ୍ୟ ଗୃହ — A house unfit for inhabitation
  • ସଂ. ବି (କର୍ମଧା; କୁ+ବାସ) — ଖରାପ ବାସନା — Bad odour