କୁବଳୟିତ Kubaḻaytia

  • ସଂ. ବି. (କୁବଳୟ=ପଦ୍ମ+ସଂଜାତାର୍ଥେ. ଇତ) — କୁମୁଦଦ୍ୱାରା ମଣ୍ଡିତ ବା ଅଳଙ୍କୃତ — Decorated with water-lilies
  • ସଂ. ବି. (କୁବଳୟ=ପଦ୍ମ+ସଂଜାତାର୍ଥେ. ଇତ) — ବାତାୟନ ହେଲା ଲଳନା—ଲୋଚନେ କୁବଳୟିତ—ରାଧାନାଥ, ଉଷା।