କୁବୁଜୀ Kubujī

  • ଦେ. ବିଣ. ସ୍ତ୍ରୀ — କୁଜୀ (ସ୍ତ୍ରୀ) — Hump-backed (female)
  • ଦେ. ବିଣ. ସ୍ତ୍ରୀ — ଅନ୍ଧକୁ ଚକ୍ଷୁଦାନ ଦେଲେ କୁବୁଜୀକି ସୁନ୍ଦର କଲେ—ଭୁପତି, ପ୍ରେମପଞ୍ଚାମୃତ।
  • ଦେ. ବି — ଛୋଟ କଂସା ଝାଞ୍ଜ — A pair of small cymbals
  • ଦେ. ବି — କୁବୁଜା (ଦେଖ) — Kubujā (See)