କୁବାଦ Kubāda

  • ସଂ. ବିଣ. (କୁ=ମନ୍ଦ+ବଦ୍ ଧାତୁ=କହିବା+କତ୍ତୃ. ଅ) — ନିନ୍ଦୁକ; ଦୋଷପ୍ରଦର୍ଶକ — Censorious; detracting
  • ସଂ. ବିଣ. (କୁ=ମନ୍ଦ+ବଦ୍ ଧାତୁ=କହିବା+କତ୍ତୃ. ଅ) — ନୀଚ; ହୀନ — Low; vile
  • ସଂ. ବି. (+ ଭାବ. ଅ) — ଦୁର୍ନାମ — Blame
  • ସଂ. ବି. (+ ଭାବ. ଅ) — ନିତ୍ୟେ କୁବାଦ ମୋତେ ଦ୍ୟନ୍ତି— ପ୍ରାଚୀ, ଯଶୋବନ୍ତ, ପ୍ରେମଭକ୍ତିବ୍ରହ୍ମଗୀତା।