କୁବଳୟାପୀଡ଼ Kubaḻayāpīṟḍ̠a

  • ସଂ. ବିଣ. (ବହୁବ୍ରୀହି; କୁବଳୟ+ଆପୀଡ଼=ଶିରୋ— ଭୂଷଣ) — ଯେ ମୁଣ୍ଡରେ ନୀଳୋତ୍ପଳ ପରିଧାନ କରେ — Wearing a blue lily on the head
  • ବି. (ସଂଜ୍ଞା) — କଂସାସୁରର ହସ୍ତୀରୂପୀ ଦୈତ୍ୟବିଶେଷ; କୁବଳୟା ହସ୍ତୀ — Name of the elephant belonging to Kaṁsa