କୁବାକ୍ୟ Kubākya

  • ସଂ. ବି. (କର୍ମଧା; କୁ+ବାକ୍ୟ) — ଅଶ୍ଳୀଳ କଥା — Indecent of scurrilous words
  • ସଂ. ବି. (କର୍ମଧା; କୁ+ବାକ୍ୟ) — ଗାଳିମନ୍ଦ — Abusive words
  • ସଂ. ବି. (କର୍ମଧା; କୁ+ବାକ୍ୟ) — ରୂଢ଼ବାକ୍ୟ — Harsh words