କାର୍ପଟ Kārpaṭa
- ସଂ. ବି. (କର୍ପଟ+ ଅ) — ଜତୁ; ଜଉ — Shell-lac
- ସଂ. ବି. (କର୍ପଟ+ ଅ) — ବସ୍ତ୍ରଖଣ୍ଡ; ଜୀର୍ଣ୍ଣବସ୍ତ୍ର — Rag
- ସଂ. ବି. (କର୍ପଟ+ ଅ) — ପୁଂ—ଦରଖାସ୍ତକାରୀ ବା ପ୍ରାର୍ଥୀ ବ୍ଯକ୍ତି — Suitor; petitioner
- ସଂ. ବି. (କର୍ପଟ+ ଅ) — କାର୍ଯ୍ୟାର୍ଥୀ ବ୍ଯକ୍ତି; ଉମେଦ୍ବାର — Apprentice; candidate for a situation
- ସଂ. ବିଣ. ପୁଂ — ପ୍ରାର୍ଥୀ — Soliciting; praying