କାର୍ପାସ Kārpāsa

  • ସଂ. ବି. (କୃ ଧାତୁ=କରିବା+ସଂଜ୍ଞାର୍ଥେ. ପାସ) — କପା ଗଛ — Cotton tree
  • ସଂ. ବି. (କୃ ଧାତୁ=କରିବା+ସଂଜ୍ଞାର୍ଥେ. ପାସ) — କପା; ତୁଳା — Cotton
  • ସଂ. ବିଣ. (କର୍ପାସ+ ଅ) — କପାନିର୍ମିତ — Prepared from cotton