କାର୍ଦ୍ଦମ Kārddama

  • ସଂ. ବିଣ. ପୁଂ (କର୍ଦ୍ଦମ+ ସମ୍ବନ୍ଧାର୍ଥେ. ଅ) — କର୍ଦ୍ଦମମୟ; କାଦୁଆ — Muddy; clayey
  • ସଂ. ବିଣ. ପୁଂ (କର୍ଦ୍ଦମ+ ସମ୍ବନ୍ଧାର୍ଥେ. ଅ) — କାଦୁଅରେ ଲିପ୍ତ; କାଦୁଅ ସରସର — Soiled with mud; besmeared with mud