କାର୍ପଟିକ Kārpaṭika
- ସଂ. ବି. ପୁଂ (କର୍ପଟ=ଚିରାକନା+ ବିଚରଣାର୍ଥେ. ଇକ) — ଯେଉଁ ବ୍ଯକ୍ତି ତୀର୍ଥରୁ ଜଳ ବୋହି ନେଇ ଅନ୍ଯ ସ୍ଥାନରେ ତାହା ବିକ୍ରୟ କରି ପୋଷି ହୁଏ — A person who maintains himself by carrying and selling water from holy rivers
- ସଂ. ବି. ପୁଂ (କର୍ପଟ=ଚିରାକନା+ ବିଚରଣାର୍ଥେ. ଇକ) — ଯାତ୍ରୀ; ତୀର୍ଥସେବୀ ବ୍ୟକ୍ତି — A pilgrim
- ସଂ. ବି. ପୁଂ (କର୍ପଟ=ଚିରାକନା+ ବିଚରଣାର୍ଥେ. ଇକ) — ମର୍ମଜ୍ଞ ବା ଅନୁଭବୀ ବ୍ଯକ୍ତି — An experienced man
- ସଂ. ବି. ପୁଂ (କର୍ପଟ=ଚିରାକନା+ ବିଚରଣାର୍ଥେ. ଇକ) — ତୀର୍ଥଯାତ୍ରୀଙ୍କ ଦଳ — A caravan of pilgrims
- ସଂ. ବି. ପୁଂ (କର୍ପଟ=ଚିରାକନା+ ବିଚରଣାର୍ଥେ. ଇକ) — ପରାନ୍ନଭୋଜୀ ବ୍ଯକ୍ତି — A parasite; a person who lives on the earning of another person