କାର୍ପଣ୍ୟ Kārpaṇya
- ସଂ. ବି (କୃପଣ+ ଭାବେ. ଯ) — କୃପଣତା; ବ୍ଯୟକୁଣ୍ଠତା — Parsimony; niggardliness
- ସଂ. ବି (କୃପଣ+ ଭାବେ. ଯ) — ଦାରିଦ୍ର୍ୟ — Poverty; indigence
- ସଂ. ବି (କୃପଣ+ ଭାବେ. ଯ) — ଦୀନତା — Wrechednes
- ସଂ. ବି (କୃପଣ+ ଭାବେ. ଯ) — ହୃଦୟହୀନତା; ଅବିବେଚକତ୍ୱ — Levity; lightness of spirit
- ସଂ. ବି (କୃପଣ+ ଭାବେ. ଯ) — କାତରତା; ଅବସାଦ — Fatigue; poor-spiritedness
- ସଂ. ବି (କୃପଣ+ ଭାବେ. ଯ) — କିଂକର୍ତ୍ତବ୍ଯବିମୂଢ଼ତା — Mental confusion
- ସଂ. ବି (କୃପଣ+ ଭାବେ. ଯ) — ବିନୟ — Humbleness; humility
- ସଂ. ବି (କୃପଣ+ ଭାବେ. ଯ) — ଧନ କାର୍ପଣ୍ୟ ସେବା ଫଳେ କିବା ଅସାଧ୍ୟ ମହୀ ତଳେ। ଜଗନ୍ନାଥ. ଭାଗବତ।